current location : Lyricf.com
/
Songs
/
Un homme debout [Odia translation]
Un homme debout [Odia translation]
turnover time:2024-10-05 06:27:16
Un homme debout [Odia translation]

ଯଦି ମୁଁ ଶୋଇପଡ଼େ, ଆପଣ ମୋତେ ଉଠେଇବେ କି?

ବାହାରେ ଏତେ ଥଣ୍ଡା, ଆପଣ ଅନୁଭବ କରିପାରୁଛନ୍ତି କି?

ଦିନ ଥିଲା ମୁଁ ଆପଣଙ୍କ ପରି ଥିଲି

ମୋର ସବୁ ଅସୁବିଧା ସତ୍ତ୍ୱେ , ମୁଁ ନିଜ ଗୋଡ଼ରେ ଛିଡା ଥିଲି

ପ୍ରାର୍ଥନା କରନ୍ତୁ ଯେ ମୁଁ ଏହାକୁ ଅତିକ୍ରମ କରିପାରେ

ପ୍ରାର୍ଥନା କରନ୍ତୁ ଯେ ମୁଁ ଭଲ ହେଇଯାଏ

ଦୋଷକୁ ମୋ ମୁଣ୍ଡରେ ଲଦନାହିଁ

ମୋ ପାଇଁ ଦୁଆରକୁ ବନ୍ଦ କରିଦିଅନ୍ତୁ ନାହିଁ

ହଁ, ମୁଁ ଦିନଗଣି ବଞ୍ଚି ଚାଲିଛି

ଏଠି ସେଠି ସବୁ ଜାଗାରେ

ମୁଁ ଗାଏ ଏଥିପାଇଁ ଯେ ମୋତେ ଲୋକେ ଦେଖନ୍ତୁ

କିମ୍ବା ଗୋଟେ ଛୋଟ "ନମସ୍କାର" କହିଦିଅନ୍ତୁ

ମୁଁ ବସିଲା ବେଳେ ଆପଣଙ୍କୁ ଗଲାବେଳେ ଦେଖ

ଆପଣ ଛିଡା ହେଇଥାନ୍ତି, ବ୍ୟସ୍ତରେ, ମୁଁ କୃତଜ୍ଞ

ଗୋଟେ ଛୋଟ ଚାହାଣି, ଗୋଟେ ଛୋଟ ହସ

ବେଶୀ ସମୟ ନିଅନ୍ତୁ ନାହିଁ, କେବେଳ ଦଉଡନ୍ତୁ

ଯଦି ମୁଁ ଶୋଇପଡ଼େ, ଆପଣ ମୋତେ ଉଠେଇବେ କି?

ବାହାରେ ଏତେ ଥଣ୍ଡା, ଆପଣ ଅନୁଭବ କରିପାରୁଛନ୍ତି କି?

ଦିନ ଥିଲା ମୁଁ ଆପଣଙ୍କ ପରି ଥିଲି

ମୋର ସବୁ ଅସୁବିଧା ସତ୍ତ୍ୱେ , ମୁଁ ନିଜ ଗୋଡ଼ରେ ଛିଡା ଥିଲି

ଖୁଚୁରା ପାଇଁ ଧନ୍ୟବାଦ

ଏ ସମୟରେ ଅବସ୍ଥା କଷ୍ଟକର, ମୁଁ ମନୁଛି

ମୁଁ ଯେତେବେଳେ ବାହାରକୁ ଯାଏ, ଏହାର ପ୍ରମାଣ ଦିଏ

ମୁଁ ଗୋଟେ ଚାହେଁ, ଆଉ ଗୋଟେ ଠିକଣା

କେବଳ ଆପଣଙ୍କ ଓ ମୋ ଭିତରେ ଅଟେ, ମୁଁ ଚିନ୍ତାଗ୍ରସ୍ତ ଅଟେ

ମୁଣ୍ଡ ସବୁବେଳେ ଭଲ ନାହିଁ, ସମୟ ଗଡି ଚାଲିଛି

କିନ୍ତୁ ସମୟକୁ କେମିତି ଭଲ କରିବି, ଭବିଷ୍ୟ ପରି ମଦୁଆ ହେଇକି

ଆଉ ବଚନ, ଆପଣ ଏହା ଚାହାନ୍ତି କି?

ଏଇଟା ମୋ ଜୀବନ, ମୁଁ ମୁହଁକୁ ଚାପୁଡା ଖାଇଛି

ନିଶ୍ଚିତ ରୁହନ୍ତୁ ଯେ ଯଦି ମୁଁ ପଡ଼ିଯାଏ, କେହି ଅଟକିବେ ନାହିଁ, ପ୍ରତିକ୍ରିୟା ଦେବେ ନାହିଁ

ସତ କହିଲେ, ପିଲାମାନଙ୍କ ଛଡା , ଯିଏ ମୋତେ ଅବାଗିଆ ଭାବେ ଅନାନ୍ତି

ସମସ୍ତଙ୍କୁ ଏହା ସାଧାରଣ କଥା ଲାଗେ ଯେ ମୁଁ ଭିକ ମାଗେ

ଏହା ମୋତେ ଖୁସି ଦିଏ ନାହିଁ, କିନ୍ତୁ ବେଳେବେଳେ ମୋର ଗୋଟିଏ ଇଚ୍ଛା ଥାଏ, ହାର ମାନିଯିବା

ଯଦି ମୁଁ ଶୋଇପଡ଼େ, ଆପଣ ମୋତେ ଉଠେଇବେ କି?

ବାହାରେ ଏତେ ଥଣ୍ଡା, ଆପଣ ଅନୁଭବ କରିପାରୁଛନ୍ତି କି?

ଦିନ ଥିଲା ମୁଁ ଆପଣଙ୍କ ପରି ଥିଲି

ମୋର ସବୁ ଅସୁବିଧା ସତ୍ତ୍ୱେ , ମୁଁ ନିଜ ଗୋଡ଼ରେ ଛିଡା ଥିଲି

ପ୍ରାର୍ଥନା କରନ୍ତୁ ଯେ ମୁଁ ଏହାକୁ ଅତିକ୍ରମ କରିପାରେ

ପ୍ରାର୍ଥନା କରନ୍ତୁ ଯେ ମୁଁ ଭଲ ହେଇଯାଏ

ଦୋଷକୁ ମୋ ମୁଣ୍ଡରେ ଲଦନାହିଁ

ମୋ ପାଇଁ ଦୁଆରକୁ ବନ୍ଦ କରିଦିଅନ୍ତୁ ନାହିଁ

ଯଦି ମୁଁ ଶୋଇପଡ଼େ, ଆପଣ ମୋତେ ଉଠେଇବେ କି?

ବାହାରେ ଏତେ ଥଣ୍ଡା, ଆପଣ ଅନୁଭବ କରିପାରୁଛନ୍ତି କି?

ଦିନ ଥିଲା ମୁଁ ଆପଣଙ୍କ ପରି ଥିଲି

ମୋର ସବୁ ଅସୁବିଧା ସତ୍ତ୍ୱେ , ମୁଁ ନିଜ ଗୋଡ଼ରେ ଛିଡା ଥିଲି

ଯଦି ମୁଁ ଶୋଇପଡ଼େ, ଆପଣ ମୋତେ ଉଠେଇବେ କି?

ବାହାରେ ଏତେ ଥଣ୍ଡା, ଆପଣ ଅନୁଭବ କରିପାରୁଛନ୍ତି କି?

ଦିନ ଥିଲା ମୁଁ ଆପଣଙ୍କ ପରି ଥିଲି

ମୋର ସବୁ ଅସୁବିଧା ସତ୍ତ୍ୱେ , ମୁଁ ନିଜ ଗୋଡ଼ରେ ଛିଡା ଥିଲି

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by