current location : Lyricf.com
/
Songs
/
ସୁନାର ଚଢେଇ [Sunara Chadhei] [Transliteration]
ସୁନାର ଚଢେଇ [Sunara Chadhei] [Transliteration]
turnover time:2024-10-04 21:30:16
ସୁନାର ଚଢେଇ [Sunara Chadhei] [Transliteration]

ସୁନାର ଚଢେଇ,ଉଡ଼ିଉଡ଼ି ଆସି

ଲୁହ ପୋଛି ସେ ତ,ଡେଇଁଗଲା ଖୁସି

ସେଇ ଖୁସି ନେଇଆସେ ଆମ ଜୀବନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଏଇ ଆକାଶକୁ ଭଲପାଏ ବୋଲି

ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି

ବାନ୍ଧିନେଲା ମୋତେ ତୁମ ପ୍ରୀତି ବନ୍ଧନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଏଇ ଆମ ଅଗଣାରେ ସେମିତି ଫୁଲ ଫୁଟିବ

ତମ ଆଗେ ଛୋଟ ଆମ ଦୁନିଆ ହସିଉଠିବ

କୋଳରେ ଖେଳିବା ସେ କୁନି ଜହ୍ନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଏଇ ଆକାଶକୁ ଭଲପାଏ ବୋଲି

ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି

ବାନ୍ଧିନେଲା ମୋତେ ତୁମ ପ୍ରୀତି ବନ୍ଧନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଚିକିମିକି ଦୁଇଆଖି , ଆଇନା ସେ ଯେ ଆମର

ଖିଲିଖିଲି ହସ ତୋର, ଫୁଲଠୁ ବେଶୀ ସୁନ୍ଦର

ଚାରିଆଖିର ତୁ ଏକ ସପନ

ଝୁମିଝୁମି ତୋର ସାଥେ ନାଚେ ମୋ ମନ

ଝୁମିଝୁମି ତୋର ସାଥେ ନାଚେ ମୋ ମନ

ସୁନାର ଚଢେଇ,ଉଡ଼ିଉଡ଼ି ଆସି

ଲୁହ ପୋଛି ସେ ତ,ଡେଇଁଗଲା ଖୁସି

ସେଇ ଖୁସି ନେଇଆସେ ଆମ ଜୀବନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଏଇ ଆକାଶକୁ ଭଲପାଏ ବୋଲି

ସୁନାର ପଞ୍ଜୁରି ଛାଡ଼ି ମୁଁ ଆସିଲି

ବାନ୍ଧିନେଲା ମୋତେ ତୁମ ପ୍ରୀତି ବନ୍ଧନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

ଝୁମିଝୁମି ତୁମ ସାଥେ ନାଚେ ମୋ ମନ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by