current location : Lyricf.com
/
Songs
/
ରଜାଝିଅ ସାଙ୍ଗେ ହେଇଗଲା ଭାବ [Rajajhia sange heigala bhaba] lyrics
ରଜାଝିଅ ସାଙ୍ଗେ ହେଇଗଲା ଭାବ [Rajajhia sange heigala bhaba] lyrics
turnover time:2024-11-23 10:38:03
ରଜାଝିଅ ସାଙ୍ଗେ ହେଇଗଲା ଭାବ [Rajajhia sange heigala bhaba] lyrics

ହେଇଗଲା, ହେଇଗଲା, ହେଇଗଲା

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଅଳପ ଦେଖାରେ, ଅଳପ ଲେଖାରେ, ଅଳପ କଥାରେ, ଅଳପ ହସରେ

ହେଇଗଲା, ହେଇଗଲା, ହେଇଗଲା

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଭାବିଲେ ଏବେ ବି ଲାଗୁଛି ସପନ

କେମିତି ହଜିଲା କୋଉଠି ଏ ମନ

ସବୁ ଥାଇ ରହୁଥିଲା କୋଉଠି ଅଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଯୋଉ ସପନକୁ ଦେଖିବାକୁ ଦିନେ, ଆଖିର ନଥିଲା ସାହାସ

ସତ କରିଦେଲ ସେଇ ସପନକୁ, ମାଟି ଛୁଏଁ ଆଜି ଆକାଶ

ନୁହେଁ ତା ଗୁଜବ, ନୁହେଁ ବି ଅଜବ

ତଥାପି ବି କେମିତି ହେଲା ଯେ ସମ୍ଭବ

ଧୀରେ ଧୀରେ ହେଇଗଲା ଗପ ଟି ଆରମ୍ଭ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଆକାଶ ପୃଥିବୀ ଅଲଗା ହେଲେ ବି, ଦୁହିଁଙ୍କୁ ମିଶାଏ ବରଷା

ଦୁଇଟି ହୃଦୟ ଅଲଗା ଥିଲେ ବି, ଦୁହେଁଙ୍କ ମିଶାଏ ଭରସା

ପ୍ରେମରେ ପଡ଼ିଲେ ଏଇଆ ହୁଏ ତ , ମନଟା କାବୁରେ ରହେନା ଆଉ ତ

ବଦଳେ ଯେ ରଙ୍ଗଢ଼ଙ୍ଗ ହାବଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Udit Narayan
  • country:Nepal
  • Languages:Hindi, Odia, Malayalam, Kannada
  • Wiki:http://en.wikipedia.org/wiki/Udit_Narayan
Udit Narayan
Latest update
Copyright 2023-2024 - www.lyricf.com All Rights Reserved