current location : Lyricf.com
/
/
ପଡ଼ିଲି ବୋଧେ ତୋ ପ୍ରେମରେ [Padili bodhe to premare] lyrics

turnover time:2024-07-01 08:43:13
ପଡ଼ିଲି ବୋଧେ ତୋ ପ୍ରେମରେ [Padili bodhe to premare] lyrics

ଥରୁଟେ ଦେଖାରେ, ପଦୁଟେ କଥାରେ, କ'ଣ କଲୁ ତୁ

ଆଇନା କାଚରେ, ଦେଖିପାରୁନି ରେ, ନିଜକୁ ନିଜେ ମୁଁ

ମନରେ ତୋ ଚେହେରା, ଦିଏ ଖାଲି ପହରା , ଓଦା ହୁଏ ବିନା ମେଘରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ଆଗରୁ ଦେଖିଛି କେତେ କାହାକୁ, ନୁହେଁ କେହି ବି ତୋ ପରି

ଲାଗୁଛି ବୋଧେ ପ୍ରଥମ ଥର, ତୋ ପାଖରେ ଯିବି ମୁଁ ହାରି

ଅଳପ ଚିହ୍ନାରେ, ବେଶୀ ନିଜର, କାଇଁ ଲାଗୁଛୁ ତୁ ଭାରି

ତୋ ପାଇଁକି ଗଲି ସବୁ ମୁଁ ପାସରୀ

ପାଇ ତୋର ଇଶାରା , ସବୁ ଲାଗେ ନିଆଁରା, ହଜିଯାଏ ବିନା ଭିଡ଼ରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ସ୍ୱପ୍ନର ମେଳଣ, ମୋ ଆଖିରେ, ଆଜି ସମ୍ଭବ ତୋ ପାଇଁ

ଏଇ ସଂଯୋଗ, ନିଆଁଟାକୁ ଗୋ, ମନରେ ଦେଲା ଲଗେଇ

ହଜେଇ ନିଜକୁ, ତୋତେ ଖୋଜୁଛି ଆଜି ଏମିତି କହ କାଇଁ

ତୋ ପାଇଁ ମୁଁ ଯାଏ ମହୁରୀ ଗାଧେଇ

ନିଜ ସାଥେ ଗପୁଛି , ଟିକେ ଚାଲି ଝୁଁଟୁଛି, ଭୋକଶୋଷ ଭୁଲିଯାଏ ରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Aseema Panda
  • country:India
  • Languages:Odia, English
  • Official site:https://www.instagram.com/aseema_panda/
Aseema Panda
Copyright 2023-2024 - www.lyricf.com All Rights Reserved