current location : Lyricf.com
/
Songs
/
ଜୀବନଟା ଯଦି ହୁଏ ଗୀତ [Jibanata Jadi Hue Gita] lyrics
ଜୀବନଟା ଯଦି ହୁଏ ଗୀତ [Jibanata Jadi Hue Gita] lyrics
turnover time:2024-11-29 07:07:01
ଜୀବନଟା ଯଦି ହୁଏ ଗୀତ [Jibanata Jadi Hue Gita] lyrics

ଜୀବନଟା ଯଦି ହୁଏ ଗୀତ, ଆ ଆମେ ଗାଇଯିବା ମିତ

ଜୀବନଟା ଯଦି ହୁଏ ଗୀତ, ଆ ଆମେ ଗାଇଯିବା ମିତ

ଜୀବନଟା ଯଦି ଏକ ବାଟ

ସାଥି ହୋଇ ଚାଲୁଥିବା ମିତ, ସାଥି ହୋଇ ଚାଲୁଥିବା ମିତ

ଜୀବନଟା ଯଦି ହୁଏ ଗୀତ, ଆ ଆମେ ଗାଇଯିବା ମିତ

ଜୀବନଟା ଯଦି ହୁଏ ଗୀତ, ଆ ଆମେ ଗାଇଯିବା ମିତ

ଜୀବନଟା ଯଦି ଏକ ବାଟ

ସାଥି ହୋଇ ଚାଲୁଥିବା ମିତ, ସାଥି ହୋଇ ଚାଲୁଥିବା ମିତ

ବାଟୋଇର ମନ ନେଇ ଆମେ ଚାଲୁଥିବା

ଦୁଖ ଦବ ଯେଉଁ କଥା ତାକୁ ଭୁଲିଯିବା

ବାଟୋଇର ମନ ନେଇ ଆମେ ଚାଲୁଥିବା

ଦୁଖ ଦବ ଯେଉଁ କଥା ତାକୁ ଭୁଲିଯିବା

ଜୀବନଟା ଯଦି ଏକ ଦୀପ, ଝରିବା ଆଲୋକ ହୋଇ ମିତ

ଜୀବନଟା ଯଦି ଏକ ଦୀପ, ଝରିବା ଆଲୋକ ହୋଇ ମିତ

ଜୀବନଟା ଯଦି ଏକ ରଙ୍ଗ

ମନକୁ ରଙ୍ଗେଈ ଦବା ମିତ, ମନକୁ ରଙ୍ଗେଈ ଦବା ମିତ

ହସ ଲୁହ ଯୋଡ଼େ ଫୁଲ, ମନ ବଗିଚାରେ

ବରଷକୁ ବାର ମାସ ଫୁଲେ ଆଉ ଝୁରେ

ହସ ଲୁହ ଯୋଡ଼େ ଫୁଲ, ମନ ବଗିଚାରେ

ବରଷକୁ ବାର ମାସ ଫୁଲେ ଆଉ ଝୁରେ

ଜୀବନଟା ଯଦି ଫୁଲ ହାତ, ମହକରେ ଭିଜିଯିବା ମିତ

ଜୀବନଟା ଯଦି ଫୁଲ ହାତ, ମହକରେ ଭିଜିଯିବା ମିତ

ଜୀବନଟା ଯଦି ଗୋଟେ ଗପ

କହୁଥିବା ଶୁଣୁଥିବା ମିତ, କହୁଥିବା ଶୁଣୁଥିବା ମିତ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Kumar Sanu
  • country:India
  • Languages:Hindi, Odia, Punjabi
  • Wiki:http://en.wikipedia.org/wiki/Kumar_Sanu
Kumar Sanu
Latest update
Copyright 2023-2024 - www.lyricf.com All Rights Reserved