current location : Lyricf.com
/
Songs
/
ଯାଯାବର [Jajabara] lyrics
ଯାଯାବର [Jajabara] lyrics
turnover time:2024-12-01 15:00:48
ଯାଯାବର [Jajabara] lyrics

ଯାଯାବର, ମନ ମୋର

ସୀମାହୀନ ଆଶା ମୋର

ନୀତି ଗଢେ ନୀତି ଭାଙ୍ଗେ

ନୀତି ଗଢେ ନୀତି ଭାଙ୍ଗେ

ନୀତି ଗଢେ ନୀତି ଭାଙ୍ଗେ

ନୀତି ଗଢେ ନୀତି ଭାଙ୍ଗେ

ସ୍ୱପ୍ନର ବାଲିଘର

ଯାଯାବର

ଯାଯାବର, ମନ ମୋର

ଯାଯାବର, ମନ ମୋର

ମୁଁ ନିଜହରା ଆଲୋକର, ମୋ ଛାଇ ବନ୍ଧୁ ମୋର

ନୀତି ଲେଖେ, ନୀତି ଜାଳେ

ନୀତି ଲେଖେ, ନୀତି ଜାଳେ

ନୀତି ଲେଖେ, ନୀତି ଜାଳେ

ନୀତି ଲେଖେ, ନୀତି ଜାଳେ

ଗଳ୍ପ ମୋ ହୃଦୟର

ଯାଯାବର

ମୁ ପ୍ରେମିକ ଦିଗନ୍ତର, ମରୀଚିକା ପ୍ରିୟ ମୋର

ମୁଁ ପ୍ରେମିକ, ମରୀଚିକା ପ୍ରିୟ ମୋର

ଭଲ ପାଇ ଭୁଲି ଯାଏ

ଭଲ ପାଇ ଭୁଲି ଯାଏ

ଭଲ ପାଇ ଭୁଲି ଯାଏ

ଭଲ ପାଇ ଭୁଲି ଯାଏ

ନୀତିଦିନ ଖେଳ ମୋର

ଯାଯାବର....

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Akshaya Mohanty
  • country:India
  • Languages:Odia
  • Wiki:https://en.wikipedia.org/wiki/Akshaya_Mohanty
Akshaya Mohanty
Latest update
Copyright 2023-2024 - www.lyricf.com All Rights Reserved