ଏ ରାତି ସାକ୍ଷୀ ଏ, ପ୍ରେମର ପ୍ରିୟତମାରେ
ତୋ ଦେହ ବାସ୍ନାରେ ଏ କେଉଁ ତୃଷ୍ନା ଆଣେ ରେ
ଭିଜାଭିଜା ଦେହରେ ତୋର, ଖୋଜୁଥାଏ ହଜାରେ ଥର
ତୋ ସାଥିରେ ଜଳିଯାଏ ମୁଁ, ତୋ ଦେହର ଫୁଲ ବନରେ
ହାରିଯାଏ ମୁଁ, ସରିଯାଏ ମୁଁ, ତୋ ବନ୍ଧନରେ
ଏ ରାତି ସାକ୍ଷୀ ଏ, ପ୍ରେମର ପ୍ରିୟତମାରେ
ତୋ ଦେହ ବାସ୍ନାରେ ଏ କେଉଁ ତୃଷ୍ନା ଆଣେ ରେ
ତରଳେ ଏ ଦେହ ତୋର, ତରଳେ ଏ ମନ , ତୁ କି ଜାଣୁନା
କାହିଁକି ରହୁଛୁ ଦୂରଦୂରେ ସାଥି, ତୁ କି ଜାଣୁନା
ନିଜକୁ ନିଜଠୁ ଲାଗୁଛି ଅଲଗା, ତୋ ସ୍ପର୍ଶରେ
ଫୁଲରୁ ଆଜି ତା ଛୁଟୁଛି ମହକ, ନୂଆ ସ୍ଵପ୍ନରେ
ଯାଉ ଏ ଭାଙ୍ଗି ଲାଜାର ଘର, ହେଇଜା ଆଜି ନିଜର ମୋର
ଏତେ ପାଖରେ ନିଆଁ ସାଥିରେ, ଡର ଲାଗେ ରେ
ହାରିଯାଏ ମୁଁ, ସରିଯାଏ ମୁଁ, ତୋ ପ୍ରୀତିରେ
ଏ ରାତି ସାକ୍ଷୀ ଏ, ପ୍ରେମର ପ୍ରିୟତମାରେ
ତୋ ଦେହ ବାସ୍ନାରେ ଏ କେଉଁ ତୃଷ୍ନା ଆଣେ ରେ