current location : Lyricf.com
/
Songs
/
ଏ ପ୍ରେମ ନୁହେଁ କାହାର [E prema nuhen kahara] [Transliteration]

turnover time:2024-07-05 17:35:30
ଏ ପ୍ରେମ ନୁହେଁ କାହାର [E prema nuhen kahara] [Transliteration]

ପ୍ରେମ ବଜାରରୁ ଫେରିଲି ମୁଁ ଆଜି ଘୃଣାର ସଉଦା କରି

ଜିଇଁବାକୁ ହବ ଏକା-ଏକା ମୋତେ ଛାତିକୁ ପଥର କରି

ଭାବିଥିଲି ଯାହାକୁ ମୁଁ ଫୁଲ, ସିଏ ଥିଲା ଗୋଟେ ନିଆଁ ଜୁଲ

ତା ତତଲା ଝାସରେ ଜାଳିଦେଲା ସବୁ ସୁନା ସପନ ମୋର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

ହାତ ରଖି ହାତେ କହିଥିଲୁ ଦିନେ, ହବୁନି କେବେ ଅଲଗା

ପରିସ୍ଥିତି ଯାହା ହେଉ ନ କାହିଁକି, ଥିବୁ ହେଇକି ପ୍ରେମିକା

ମାୟାମୃଗ ଥିଲା ଯିଏ, ତାକୁ ସୁନାର ହରିଣୀ ଭାବୁଥିଲି

ସେଥିପାଇଁ ମିଛେ ଆଜି ଦୁନିଆ ଆଗେ ଅପଦସ୍ଥ ହେଲି , ପିଉଛି ଆଜି ଜହର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

କାହାପାଇଁ ଏଠି ସରିଯାଏ ସବୁ ଭାଙ୍ଗିଗଲେ ସପନ

ଆଉ କାହାପାଇଁ ସେ ଭଙ୍ଗା ସପନେ, ବନିଯାଏ ଜୀବନ

ପ୍ରେମ ସିନା ସତ ଥିଲେ, ମନ୍ଦିରର ଆଖ୍ୟା ତାକୁ ଦିଆଯାଏ

ମିଛ ପ୍ରେମ କେବେ କି ସେ ମନ୍ଦିର ପାହାଚ ଡେଇଁପରେ

ଦୋଷ ଇଏ ମୋ ଭାଗ୍ୟର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

ମୁଁ ବି ଧୀରେଧୀରେ ବୁଝିଗଲି ଏ ପ୍ରେମ ନୁହେଁ କାହାର

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Humane Sagar
  • country:India
  • Languages:Odia
  • Genre:Pop, Soundtrack
  • Wiki:https://en.m.wikipedia.org/wiki/Humane_Sagar
Humane Sagar
Latest update
Copyright 2023-2024 - www.lyricf.com All Rights Reserved