current location : Lyricf.com
/
Songs
/
ଧିମା ଧିମା [Dheema Dheema] [Transliteration]

turnover time:2025-03-18 16:51:26
ଧିମା ଧିମା [Dheema Dheema] [Transliteration]

ହାଏ ତୋର ଚୋରା ଚାହାଣୀ, ଜାଣିନି କି କଲା ଗୁଣି, ଝିଅ ନା ସେ ଚାନ୍ଦ ଚକରୀ

ସକାଳୁ ତା ବାଟ ଚାହିଁ, ବସି ରହେ ମୁଁ ଯେ କାହିଁ, ଦେଖିଲେ ଲାଜେ ଯାଏ ମରି

ଏ କି ନିଆରା ଶିହରଣ, ଖୋଜି ବୁଲେ ମୁଁ ତା କାରଣ

ଏଇ ଦୁଷ୍ଟ ଆଖି କାହିଁ, ତାକୁ ଖାଲି ଖୋଜେ ରେ

ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ

ଏଇ ହୃଦୟ ମୋ ଥିଲା, ସାଧା କାଗଜ, ପ୍ରେମ ରଙ୍ଗ ବୋଳିଦେଲା, ତା କୁଆଁରୀ ଲାଜ

ତୋ ପାଇଁ କାଇଁ ହୁଏ ରେ, ଏତେ ସଜବାଜ, ଦେଇଦେ ଲୋ ପ୍ରିୟା ମୋତେ, ତୋ ପ୍ରୀତି କରଜ

ଏ କି ଅପୂର୍ବ ଅନୁଭୂତି,ଝୁରି ମରେ ତୋ ପାଇଁ ନିତି,ଅଜାଣତେ ପାଦ ମୋ କାଇଁ ତୋ ଗଳି ବାଟେ ଯାଏ ରେ

ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ

ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ

କୋଉ କବିର କବିତା ନା କୋଉ ବହି, ଯେତେଯେତେ ପଢ଼େ ତାକୁ ନୂଆନୂଆ ଲାଗୁଥାଇ

ଅସଜଡ଼ା ଜୀବନକୁ ଦେଲୁ ତୁ ସଜେଇ, ପ୍ରେମ ବରଷାରେ ମୋତେ ଦେ ଟିକେ ଭିଜେଇ

ତୁ ମୋ ଗୀତ, ମୋ ସଂଗୀତ, ତୁ ମୋ ମନର ମିତ, ସବୁକିଛି ଭୁଲିଯାଏ , ଯେବେ ତୋତେ ପାଏ ରେ

ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ

ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Kuldeep Pattanayak
  • country:India
  • Languages:Odia
Kuldeep Pattanayak
Latest update
Copyright 2023-2025 - www.lyricf.com All Rights Reserved