current location : Lyricf.com
/
Songs
/
ଅନ୍ୟମନସ୍କରେ [Anyamanska re] [Transliteration]
ଅନ୍ୟମନସ୍କରେ [Anyamanska re] [Transliteration]
turnover time:2024-07-03 07:34:58
ଅନ୍ୟମନସ୍କରେ [Anyamanska re] [Transliteration]

ଫଗୁ-ଫଗୁ ଲାଗେ, ବିନା ଫଗୁଣରେ

ଫଗୁ-ଫଗୁ ଲାଗେ, ବିନା ଫଗୁଣରେ

ତୁ ଛୁଇଁଗଲା ପରେ, ଅନ୍ୟମନସ୍କରେ , ଅନ୍ୟମନସ୍କରେ

ରଙ୍ଗ-ରଙ୍ଗ ଲାଗେ ବିନା ରଙ୍ଗୋଲିରେ

ରଙ୍ଗ-ରଙ୍ଗ ଲାଗେ ବିନା ରଙ୍ଗୋଲିରେ

ତୋ ହାତର ସ୍ପର୍ଶ ପରେ, ଅନ୍ୟମନସ୍କରେ,ଅନ୍ୟମନସ୍କରେ

ତୋ ଛବି ଆଙ୍କିଦେଲି ହୋଇ ଚିତ୍ରକାର

ହୃଦୟରେ ଲୁଚେଇଲି, ହୋଇ ପ୍ରେମ-ଚୋର

ରହିଗଲୁ ତୁ ହୃଦୟରେ ,ଅନ୍ୟମନସ୍କରେ,ଅନ୍ୟମନସ୍କରେ

ଅନ୍ୟମନସ୍କରେ, ଅନ୍ୟମନସ୍କରେ

ଏଇ ଜୀବନ ଥିଲା, ଶୁଖିଲା ଶୁଖିଲା

ତୋତେ ମୋ ଛିଟା ଦେଇ ଭିଜେଇ ସେ ଦେଲା

ଦେଖିଦେଲି ତୋତେ ଧୀରେ ଧୀରେ , ବାନ୍ଧିଦେଲି ନଜର-ବନ୍ଦୀରେ

ଦେଖିଦେଲି ତୋତେ ଧୀରେ ଧୀରେ , ବାନ୍ଧିଦେଲି ନଜର-ବନ୍ଦୀରେ

ରହିଗଲୁ ତୁ ହୃଦୟରେ, ଅନ୍ୟମସ୍କରେ , ଅନ୍ୟମନସ୍କରେ

ଅନ୍ୟମନସ୍କରେ ,ଅନ୍ୟମନସ୍କରେ

ମେଘ ପାଲିଙ୍କିରେ , ତୁ ମୋ ମେଘରାଣୀ

ଗୋଲାପ ପାଖୁଡ଼ା ବିଞ୍ଚିଦେଲୁ ଆଣି

ତୁ ମୋ ଜହ୍ନମୁକ୍ତ ଆକାଶରେ, ମୁଁ ଯେ କଇଁ ତୋ ପାଦପଦ୍ମରେ

ତୁ ମୋ ଜହ୍ନମୁକ୍ତ ଆକାଶରେ, ମୁଁ ଯେ କଇଁ ତୋ ପାଦପଦ୍ମରେ

ରହିଗଲୁ ତୁ ହୃଦୟରେ, ଅନ୍ୟମନସ୍କରେ,ଅନ୍ୟମନସ୍କରେ

ଅନ୍ୟମନସ୍କରେ,ଅନ୍ୟମନସ୍କରେ

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by
Show More Comments
Humane Sagar
  • country:India
  • Languages:Odia
  • Genre:Pop, Soundtrack
  • Wiki:https://en.m.wikipedia.org/wiki/Humane_Sagar
Humane Sagar
Latest update
Copyright 2023-2024 - www.lyricf.com All Rights Reserved