current location : Lyricf.com
/
Songs
/
ଅନାମିକା [Anamika] lyrics
ଅନାମିକା [Anamika] lyrics
turnover time:2024-11-08 02:32:42
ଅନାମିକା [Anamika] lyrics

ଚେହେରା ପୁରା ସିମ୍ପଲ ଆଉ ହସରୁ ଝରୁଛି ମହୁ

କୋଉ ରାଇଜର ରାଜଜେମା ଲୋ, କଥା ତୋ କୋଇଲି କୁହୁ

ଚେହେରା ପୁରା ସିମ୍ପଲ ଆଉ ହସରୁ ଝରୁଛି ମହୁ

କୋଉ ରାଇଜର ରାଜଜେମା ଲୋ, କଥା ତୋ କୋଇଲି କୁହୁ

ତୋ ଆଖିର କଜଳ କଲାଣି ପାଗଳ, ରହିପାରୁନି ମୁଁ ଏକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ମୁଁ ସିଧାସାଧା ପିଲା ଥିଲି, ତୋ ପ୍ରେମରେ ଆବାରା ହେଲି

ତୁ କି ଯାଦୁ କଲୁ ଲୋ ଗୋରୀ, ତୋ ପଛେ ପଛେ ପଡ଼ି ମଲି

ମୁଁ ସିଧାସାଧା ପିଲା ଥିଲି, ତୋ ପ୍ରେମରେ ଆବାରା ହେଲି

ତୁ କି ଯାଦୁ କଲୁ ଲୋ ଗୋରୀ, ତୋ ପଛେ ପଛେ ପଡ଼ି ମଲି

ତୋ ଷ୍ଟାଇଲ ଜବର, ସ୍ମାଇଲ କିଲର

ଝିଅଟେ ତୁ ପୁରା ଚୋଖା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ତୋର ମିଠାମିଠା ସେଇ ହସ, ଲାଗେ ଯେମିତି ମହୁଲି ରସ

ଦୁଷ୍ଟାମୀ କରେ ଏ ମନ ପାଇ ତୋ ପ୍ରେମ ପରସ

ତୋର ମିଠାମିଠା ସେଇ ହସ, ଲାଗେ ଯେମିତି ମହୁଲି ରସ

ଦୁଷ୍ଟାମୀ କରେ ଏ ମନ ପାଇ ତୋ ପ୍ରେମ ପରସ

ହଁ ତୁ ସେଇ ରୂପସୀ ମନେ ମନେ ଖୋଜୁଛି

ତୋ ବିନା ସବୁ ଲାଗେ ଫିକା ଫିକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

Comments
Welcome to Lyricf comments! Please keep conversations courteous and on-topic. To fosterproductive and respectful conversations, you may see comments from our Community Managers.
Sign up to post
Sort by