ପତିତପାବନ ବାନା ଆଉ କେତେ ବେଳକୁ [Patitapabana bana aau kete belaku] lyrics
ପତିତପାବନ ବାନା ଆଉ କେତେ ବେଳକୁ, ପତିତପାବନ ବାନା ଆଉ କେତେ ବେଳକୁ
ଭାସିଗଲି ଭବଜଳେ ନାବ ଦିଅ କୂଳକୁ, ହରି, ନାବ ଦିଅ କୂଳକୁ
ପତିତପାବନ ବାନା ଆଉ କେତେ ବେଳକୁ, ପତିତପାବନ ବାନା ଆଉ...
ପତିତପାବନ ବାନା ଆଉ କେତେ ବେଳକୁ [Patitapabana bana aau kete belaku] [Transliteration]